Wednesday, 6 August 2025

ମୋର ପୂଣ୍ୟ ଫଳ ଭୋଗ ସରିଗଲା ହେ କଳା ଗୋବିନ୍ଦ

ମୋର ପୂଣ୍ୟ ଫଳ ଭୋଗ ସରିଗଲା ହେ କଳା ଗୋବିନ୍ଦ ଅର୍ଜିତ ପାପ ପଙ୍କ ଭାରରେ ଜରାଜୀଣ୍ଣ ହୋଇଲା ଦେହ ମୋ ଦମ୍ଭ ନ ପାଏ ଚଢ଼ିବି ବାଇଶି ପାହାଚ ହେ ବାସୁଦେବ ବାଇଶି ପାହାଚ ତଳେ ଦର୍ଶନ ଦିଅନ୍ତୁ ହେ ବିଷ୍ଣୁ ସର୍ବ ସଂହ

No comments:

Post a Comment