Monday, 11 August 2025

ମୋ ମନ ପାରାର ଡାହାଣ ଗୋଡ଼ରେ ଚିଠିଟେ ବାନ୍ଧିଛି

ମୋ ମନ ପାରାର ଡାହାଣ ଗୋଡ଼ରେ ଚିଠିଟେ ବାନ୍ଧିଛି ହେ କଳା ମଣିମା ଦୁଃଖହାରି ଲେଖିଛି ମୋ ମନ କଥା ଆଗେ କପାଳରେ ହାତ ରଖିବେ ପରେ ଚିଠି ପଢିବେ ଏହି ପାପୀ ଶରୀରୁ ଯିବ ଅଶେଷ ଯୋନି ଯାତ୍ରା ବ୍ୟଥା

No comments:

Post a Comment