Thursday, 7 August 2025

ଅପଲକ ଚକାଆଖି ଦୁଇ ଗୋଟି

ଅପଲକ ଚକାଆଖି ଦୁଇ ଗୋଟି କିଛି ନ କହି ମନକୁ ମୋହିଲେ ହାତ ନାହିଁ ପାଦ ନାହିଁ ଦାରୁବ୍ରହ୍ମ ଏହି ପତିତ ଭାରକୁ ବୋହିଲେ

No comments:

Post a Comment