Thursday, 20 November 2025

ତୁହି ଧରିଲେ ମନୁଷ୍ୟ ଶରୀର

ତୁହି ଧରିଲେ ମନୁଷ୍ୟ ଶରୀର ଷଢ଼ ଋତୁ ଯାକ ହୁଅନ୍ତି ବସନ୍ତ ଜାଗ୍ରତ ନିଦ୍ରା ସୁଷୁପ୍ତି ବ୍ରହ୍ମାନନ୍ଦ ଯାହା ହୃଦେ ବାସ କରୁ ଅନନ୍ତ

No comments:

Post a Comment