Friday, 21 November 2025

ହେ ଚକାଡୋଳା ତୁମ୍ଭେ ଅଖିଳ ବ୍ରହ୍ମାଣ୍ଡ ଜୀବନ

ହେ ଚକାଡୋଳା ତୁମ୍ଭେ ଅଖିଳ ବ୍ରହ୍ମାଣ୍ଡ ଜୀବନ ଅଧାଗଢା ମହାବାହୁଙ୍କୁ ଭୁଞ୍ଜାଇ ପାରିବିକି ଭାତ ହେ ଦାରୁବ୍ରହ୍ମ ତୁମ୍ଭେ ଅସୀମ ଅଚିନ୍ତ୍ୟ ଅଲେଖ ଛନ୍ଦାପାଦକୁ ଛୁଇଁ ପାରିବକି ଏହି ବାମନ ହାତ

No comments:

Post a Comment