Wednesday, 19 November 2025

ଶିରରେ ଜଟାଜୁଟ ଧରି ମହାଯୋଗୀ ମହାଦେବ ଶଙ୍କର ନାମ ଜପୁଛନ୍ତି

ଶିରରେ ଜଟାଜୁଟ ଧରି ମହାଯୋଗୀ ମହାଦେବ ଶଙ୍କର ନାମ ଜପୁଛନ୍ତି ବ୍ରହ୍ମା ନନ୍ଦନ ନାରଦ ନିରନ୍ତର ଜପୁଛନ୍ତି ନାମ ସରସ୍ବତୀ ବୀଣା ବଜେଇ କମଳ କୋମଳା ହୃଦୟ କମଳା ନିରନ୍ତର ସେବନ୍ତି ଯାହା ଅଭୟ ପାଦ ବାଇଶିପାହାଚରେ ରାମ ଚାହିଁଅଛି ଚକାଡୋଳାରେ ନିଜ ଆତ୍ମା ହଜେଇ

No comments:

Post a Comment