Thursday, 20 November 2025

ଚକ୍ଷୁ କର୍ଣ୍ଣ ମନ ପାପରେ ଭରିଦେଲେ ହୃଦୟ

ଚକ୍ଷୁ କର୍ଣ୍ଣ ମନ ପାପରେ ଭରିଦେଲେ ହୃଦୟ ସ୍ଥାନ ନାହିଁ ଥୋଇବକୁ ବ୍ରହ୍ମଦାରୁ ଛନ୍ଦା ଚରଣ ଜୀଵନ ମରାଳ ଉଡ଼ିଣ ଗଲା ନିବୃତ୍ତି ପଥରେ ସୋ ଅହଂ ସୋ ଅହଂ ଉଚ୍ଚରେ କରି ଉଚ୍ଚାରଣ

No comments:

Post a Comment