A flower with 4 petals
Saturday, 22 November 2025
ଅନେକ ଅଭିଯୋଗ ଆଣିଥିଲୁ ଆମ୍ଭେ ଗୋପୀମାନେ
ଅନେକ ଅଭିଯୋଗ ଆଣିଥିଲୁ ଆମ୍ଭେ ଗୋପୀମାନେ ଗୋ ଯଶୋଦା ଗିରୀଟେକାଙ୍କୁ ଦେଖି ସବୁ ଭୁଲିଗଲୁ କେଉଁ ତପ କରି ଏମିତି ପୁଅ ପଣତରେ ଲୁଚାଇଲୁ ଆମ ବସ୍ତ୍ର ଚୋରି କରୁଥିଲା ଆମେ ଆତ୍ମା ସମର୍ପିଲୁ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment