Friday, 21 November 2025

ତ୍ରିଭଙ୍ଗ ଠାଣି ଶିରରେ ଶିଖି ପୂଛ ଶୋଭା

ତ୍ରିଭଙ୍ଗ ଠାଣି ଶିରରେ ଶିଖି ପୂଛ ଶୋଭା ଅଧରରେ ବଂଶୀ ଦେଖି କେ ରହି ପାରିବ ଯାହାର ଛନ୍ଦା ଚରଣ ଛୁଆଁ ଅମୃତ ଭାଣ୍ଡ ତାହାଙ୍କୁ ପାଇବାକୁ କିଏ ଝୁରି ନ ମରିବ

No comments:

Post a Comment