A flower with 4 petals
Friday, 21 November 2025
ଚକାଆଖିରେ ଆଖି ମିଳେଇଵା ଲାଗି ମୁହିଁ ଆସୁଥିଲି
ଚକାଆଖିରେ ଆଖି ମିଳେଇଵା ଲାଗି ମୁହିଁ ଆସୁଥିଲି ହେ ବ୍ରହ୍ମଦାରୁ ଇନ୍ଦ୍ରିୟମାନେ ସର୍ବସ୍ବ ନେଲେ ଛଡେଇ ବାଇଶି ପାହାଚ ଚଢ଼ିବାକୁ ମୋ ଦେହରେ ବଳ ନାହିଁ ହେ କମଳା ହୃଦ ତୋ ଛନ୍ଦାପାଦରୁ ନ ଦିଅ ଆଡେଇ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment