Wednesday, 19 November 2025

ପୁରୂଷୋତ୍ତମଙ୍କ ସହ ଏକ ଦେହେ ଏକ ଜନ୍ମ ବାସ କଲି

ପୁରୂଷୋତ୍ତମଙ୍କ ସହ ଏକ ଦେହେ ଏକ ଜନ୍ମ ବାସ କଲି ସଦା ସର୍ବଦା ଦେହକୁ ରମି ଦେହୀକୁ ଥରେ ନ ଚାହିଁଲି ଆୟୁ ଶେଷ ରୋଗ ବିଶେଷ ବାନ୍ଧି ନିଅନ୍ତି ଯମ ସଦନ ତୁମ୍ଭେ ଅଶରଣ ଶରଣ ଜଗନ୍ନାଥ ଅପଲକ ଭରସିଲି

No comments:

Post a Comment