Monday, 6 July 2026

ହେ ଚକାଡୋଳା ତୁମ୍ଭେ ଅଣସର ଘରେ

ହେ ଚକାଡୋଳା ତୁମ୍ଭେ ଅଣସର ଘରେ ମୋର ଆତ୍ମା ନିତି ସିଂହଦୁଆରୁ ଫେରେ ହେ ମହାବାହୁ ତୁମ୍ଭେ ଏତେ ମନେ ପଡ ତୁମ୍ଭେ ଝୁରୁଥିଲେ ସ୍ୱପ୍ନରେ ଆସ ଥରେ

No comments:

Post a Comment