A flower with 4 petals
Sunday, 5 July 2026
ସପ୍ତ ଫେଣା ବାସୁକୀ ବିଷ୍ଣୁ ଶିରରେ ଧବଳ ଛତ୍ର
ସପ୍ତ ଫେଣା ବାସୁକୀ ବିଷ୍ଣୁ ଶିରରେ ଧବଳ ଛତ୍ର ଦିବସ ରଜନୀ ଉଜାଗର ଛାୟା ଚକ୍ଷୁ ଅପଲକ କମଳା କମଳ କୋମଳ ଅଭୟ ଚରଣ କବଚ ଶାନ୍ତାକାର ନାଗ ଶୟନ ପହଣ୍ଡି ବିଜୟ ଗୋଲକ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment