Sunday, 5 July 2026

ମାଳି ବୋଲଇ ଶୁଣ ପ୍ରିୟ ତୁଳସୀ ଲୋ

ମାଳି ବୋଲଇ ଶୁଣ ପ୍ରିୟ ତୁଳସୀ ଲୋ ସଦା ଲମ୍ବିଥାଉ ଶ୍ରୀଜଗନ୍ନାଥଙ୍କ ଗଳାରେ କହିବୁ ମାଳି କହୁଛି ଛନ୍ଦା ଚରଣ ଛୁଇଁବ ଚକାଡୋଳାଙ୍କର ଚନ୍ଦନ ଲାଗି କାଳରେ

No comments:

Post a Comment