Wednesday, 13 August 2025

ଦେହ ଶୁଆ କହେ ଆମର କୃଷ୍ଣ ବଡ

ଦେହ ଶୁଆ କହେ ଆମର କୃଷ୍ଣ ବଡ ଦେହ ଶାରୀ କହେ ଆମର ଶ୍ରୀରାଧା ଶ୍ରୀଗୀତଗୋବିନ୍ଦ ବୃନ୍ଦାବନର ନିକୁଞ୍ଜ ଆତ୍ମା କୃଷ୍ଣ କହେ ରାଧା ବିନା ଅଧା

No comments:

Post a Comment