Wednesday, 13 August 2025

ସଂସାର ଜଞ୍ଜାଳ ସାଗରରେ ଭାସି ଯାଉଥିଲି

ସଂସାର ଜଞ୍ଜାଳ ସାଗରରେ ଭାସି ଯାଉଥିଲି କର୍ଣ୍ଣରେ ଶୁଣିଲି ରାମ କୃଷ୍ଣ ନାମ ସଂକୀର୍ତ୍ତନ ଅତିତ ପାଷୋରିଲି ଭବିଷ୍ୟତ ପାଷୋରିଲି ମଧୁମୟ ହୋଇଗଲା ମୋ ମୁମୂର୍ଷୁ ଜୀବନ

No comments:

Post a Comment