A flower with 4 petals
Wednesday, 13 August 2025
ହେ ଗୋବିନ୍ଦ ତୁହି ପରମ ହଂସ ନୀଳକନ୍ଦରରେ
ହେ ଗୋବିନ୍ଦ ତୁହି ପରମ ହଂସ ନୀଳକନ୍ଦରରେ ଏହି ମୋ କ୍ଷୁଦ୍ର ପ୍ରାଣ ତୋ ଉଦରେ ଅସିଝା ଅଣ୍ଡା ହେ ଗୋବିନ୍ଦ ତୁହି ପହଣ୍ଡି ବିଜୟ ପତିତପାବନ ଏହି ପ୍ରାଣ ତୋ ବିଶାଳ ହୃଦୟରେ ତୁଳସୀ ଧଣ୍ଡା
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment