Wednesday, 13 August 2025

ଜନମ ହୋଇଲି ଏହି ମଧୁମୟ ସଂସାରରେ

ଜନମ ହୋଇଲି ଏହି ମଧୁମୟ ସଂସାରରେ କୃଷ୍ଣ ଛନ୍ଦା ପାଦ ଭେଟିବା ପାଇଁ ହାଇଁ ପାଇଁ ବାଇଶି ପାହାଚ ଚଢିବାକୁ ନାହିଁ ମୋ ପୁଣ୍ୟ ନୀଳଚକ୍ରରେ ପତିତ ପାବନକୁ ଅଛି ଚାହିଁ

No comments:

Post a Comment