A flower with 4 petals
Thursday, 14 August 2025
ଭକ୍ତ ମାନ ରକ୍ଷା ଲାଗି
ଭକ୍ତ ମାନ ରକ୍ଷା ଲାଗି ମାଣିକ ଗଉଡ଼ୁଣୀ ହାତରୁ ଦହି ଖାଇଲ ବୃନ୍ଦାବନ ତେଜି ଚାଲି ଆସିଲ ଭକତ ଲାଗି ସାକ୍ଷୀ ହେବା ପାଇଁ ଭକ୍ତ ମନ ବୁଝିବାକୁ ରାଧା ଗଉଡ଼ୁଣୀ ପାଦକୁ ଶିରରେ ଥୋଇଲ ହେ ଉଦାର ଅଧାଗଢା ଅପଲକ ପାଦ ପଦ୍ମକୁ ସଦା ଭାବୁ ଥାଇ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment