Thursday, 14 August 2025

ତୁମ୍ଭେ ଉଦାର ଅପଲକ ଅଧାଗଢ଼ା ଦେବତା

ତୁମ୍ଭେ ଉଦାର ଅପଲକ ଅଧାଗଢ଼ା ଦେବତା ମୋ ଶିଶୁ ହୃଦ ତୁମ୍ଭ କପାଳ ଚନ୍ଦନ ଠୋପା ତୁମ୍ଭେ ବିଶ୍ୱ ରୂପ ଗୋ ବାସୁଦେବ ଗୋବିନ୍ଦ ଏହି ବାପ ମା ଛେଉଣ୍ଡର ତୁମ୍ଭେ ମା ବାପା

No comments:

Post a Comment