A flower with 4 petals
Tuesday, 5 August 2025
କିବା ଆଣିଥିଲି ମୁହିଁ କିବା ନେଇଯିବି
କିବା ଆଣିଥିଲି ମୁହିଁ କିବା ନେଇଯିବି ହେ ବଂଶୀ ବଦନ ତୁହି କିଛି ଭୁଞ୍ଜିଥା ମୟୁର ଚନ୍ଦ୍ରିକାଟିଏ କରିଣ ମୋତେ କୁଞ୍ଚୁକୁଞ୍ଚିଆ ମୁଣ୍ଡ ବାଳରେ ଖୋସିଥା
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment