Tuesday, 5 August 2025

ମୁହିଁ ଭାସିଯାଉଥିବା ବଉଦ ଖଣ୍ଡଟିଏ

ମୁହିଁ ଭାସିଯାଉଥିବା ବଉଦ ଖଣ୍ଡଟିଏ ତୁହି ନିର୍ମଳ ଆକାଶ ବିଶୁଦ୍ଧ ନୀଳିମା ମୁଁ ଚିର ଅନିଦ୍ରା ରହିଥିବା କୁମୁଦଟିଏ ତୁହି କୁମାର ପୁର୍ଣିମା ଜହ୍ନର କାଳିମା

No comments:

Post a Comment