Wednesday, 6 August 2025

ପ୍ରେମ କଲି ବୋଲି ମାଆ ମୋତେ ବହୁତ ବାଡେଇଲା

ପ୍ରେମ କଲି ବୋଲି ମାଆ ମୋତେ ବହୁତ ବାଡେଇଲା ପ୍ରେମତ ସଦା ସର୍ବଦା ପବିତ୍ର ବୋଧହୁଏ ମୁହିଁ ଖରାପ କୁକୁଡ଼ା ରକତରେ ଲେଖିଦେଲି ପ୍ରଥମ ପ୍ରେମ ଚିଠିକୁ ଗୋପୀ ଚିତ୍ତଚୋର ଗୋବିନ୍ଦଙ୍କ ପଡିଗଲା ଅଭିଶାପ

No comments:

Post a Comment