A flower with 4 petals
Tuesday, 5 August 2025
କହି ନୁହେଁ ସହି ନୁହେଁ ରହି ନୁହେଁ ମାଆ ନନ୍ଦରାଣୀ
କହି ନୁହେଁ ସହି ନୁହେଁ ରହି ନୁହେଁ ମାଆ ନନ୍ଦରାଣୀ ଶିକା ଛିଡ଼ୁ ମାଠିଆ ଭାଙ୍ଗୁ ଦହି ସର କଳା କାହ୍ନୁ ଖାଉ ଲାଗି ଥାଉ କୃଷ୍ଣ ତୁଣ୍ଡରେ ଆମ୍ଭର ସର ଦହି ଲହୁଣୀ ଯଶୋଦା ଗୋ ବଂଶୀ ଅଧରକୁ ଚାହିଁ ଜୀବନ ଯାଉ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment