Friday, 1 August 2025

ଶରଦ ଆକାଶରେ ଯୋଡି ଧବଳ ହଂସ

ଶରଦ ଆକାଶରେ ଯୋଡି ଧବଳ ହଂସ ନୀଳ ସରୋବରରେ ରକ୍ତ ଶ୍ୱେତ କମଳ ଶିଶିର ଠୋପାରେ ପ୍ରଥମ ଅରୁଣ କିରଣ ନୀଳକନ୍ଦରରେ ବ୍ରହ୍ମଦାରୁ ନୟନ ଯୁଗଳ

No comments:

Post a Comment