Monday, 4 August 2025

ଜଗନ୍ନାଥ ଶରଣମ

ଜଗନ୍ନାଥ ଶରଣମ ଜଗନ୍ନାଥ ଶରଣମ ଜଗନ୍ନାଥ ଶରଣମ ବଂଶୀ ବଦନ ବନମାଳୀ ଶିଖି ପୁଚ୍ଛ ପୀତବାସ ଛନ୍ଦା ଚରଣ ଜଗନ୍ନାଥ ଶରଣମ ଜଗନ୍ନାଥ ଶରଣମ ଜଗନ୍ନାଥ ଶରଣମ ବଡ଼ଦାଣ୍ଡ ବାଇଶିପାହାଚ ଚତୁର୍ଦ୍ଧା ମୂର୍ତ୍ତି ନବଧା ଭକ୍ତି ବରଣ

No comments:

Post a Comment