Friday, 15 August 2025

ହୃଦୟ ପଦ୍ମରେ ଚିନ୍ତୁଥିଲେ ଛନ୍ଦା ଚରଣ

ହୃଦୟ ପଦ୍ମରେ ଚିନ୍ତୁଥିଲେ ଛନ୍ଦା ଚରଣ ଛୋଟ ଆଉ ବଡ ସବୁ ଅର୍ପଣ ହୁଏ ସୁଧା ସକଳ ଭୂତରେ ଚିନ୍ତୁଥିଲେ ମାଧବ ରୂପ ଅପଲକ କୃପା ହରେ ସକଳ ଭବ ବାଧା 🙏🙏🙏

No comments:

Post a Comment