A flower with 4 petals
Friday, 8 August 2025
ମମତା ସମ୍ପୂର୍ଣ୍ଣ ଭଉଣୀ ହାତର ରାକ୍ଷୀ
ମମତା ସମ୍ପୂର୍ଣ୍ଣ ଭଉଣୀ ହାତର ରାକ୍ଷୀ କରୁଣା ପୂର୍ଣ୍ଣ ଗରୁଡ ପଛରୁ ଚକାଆଖି ଅଖିଳ ଆଶ୍ରୟ ବ୍ରହ୍ମଦାରୁର ମହାବାହୁ ଡେଣା ହୀନ ବସା ବାନ୍ଧିଛି ପ୍ରାଣପକ୍ଷୀ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment