Friday, 8 August 2025

ଅଶେଷ ସ୍ନେହଁରେ ଓଦା ଭଉଣୀ ହାତର ରାକ୍ଷୀ

ଅଶେଷ ସ୍ନେହଁରେ ଓଦା ଭଉଣୀ ହାତର ରାକ୍ଷୀ ଅସୀମ କରୁଣା ସମୁଦ୍ର ଗରୁଡ ପଛରୁ ଚକାଆଖି ଅଖିଳର ଆଶ୍ରୟ ବ୍ରହ୍ମଦାରୁ ମହାବାହୁ ଜଗନ୍ନାଥ ତୁମ୍ଭ ବେନି ଭୂଜରେ ରାକ୍ଷୀ ବାନ୍ଧିଲି ପ୍ରାଣପକ୍ଷୀ

No comments:

Post a Comment