Saturday, 2 August 2025

ହରି ହେ କୃଷ୍ଣ ହେ କେଶବ ହେ ଜଗନ୍ନାଥ

ହରି ହେ କୃଷ୍ଣ ହେ କେଶବ ହେ ଜଗନ୍ନାଥ ମୁଁ ପତିତ ଅପେକ୍ଷା ବାଇଶି ପାହାଚ ତଳେ ରାମ ହେ ବାମନ ହେ ନୃସିଂହ ହେ ବ୍ରହ୍ମଦାରୁ ବଢ଼ାଅ ପଦ୍ମ ପାଦ ପଖାଳିବି ନୟନ ଜଳେ

No comments:

Post a Comment