Sunday, 3 August 2025

ମୁହିଁ ଗୋଟେ ଚାରି ଦଉଡି ଛିଣ୍ଡା ହେ ପତିତପାବନ ହରି

ମୁହିଁ ଗୋଟେ ଚାରି ଦଉଡି ଛିଣ୍ଡା ହେ ପତିତପାବନ ହରି ବଢ଼ା ବଢ଼ା ତୁମ୍ଭର କମଳିନୀ ସଦା ସେବିତ ଛନ୍ଦା ଚରଣ ପାତକୀମାନଙ୍କ ଗଣରେ ମୁଁ ଏକ ମହା ପାତକୀ ନିରେଖ ବଢ଼ା ବଢ଼ା କୃପା ଅକର୍ମା ଦାନୀ ଛୁଇଁଲେ ହେବି କାରଣ

No comments:

Post a Comment