Sunday, 12 July 2026

ବ୍ରହ୍ମା ନାରଦ ଶଙ୍କର ସଦା ସ୍ତୁତି କରନ୍ତି ବ୍ରହ୍ମଦାରୁ କୀର୍ତ୍ତି

ବ୍ରହ୍ମା ନାରଦ ଶଙ୍କର ସଦା ସ୍ତୁତି କରନ୍ତି ବ୍ରହ୍ମଦାରୁ କୀର୍ତ୍ତି ବ୍ରହ୍ମଦାରୁ କୀର୍ତ୍ତି ଅସହାୟକୁ ନିସର୍ତ୍ତ ପ୍ରେମ ପ୍ରୀତି ମୂର୍ତ୍ତି କମଳା ଗାୟତ୍ରୀ ସରସ୍ବତୀ ଜାହ୍ନବୀ ଯାହା ସେବାରେ ଛନ୍ଦା ଚରଣରେ ଆଶ୍ରୟ ଦେବେକି ହୃଦେ ପାପ ଭର୍ତ୍ତି

No comments:

Post a Comment