Sunday, 12 July 2026

ଅନେକ ପାପ ଅର୍ଜନ କଲି ମୁହିଁ ଅଜ୍ଞାନରେ

ଅନେକ ପାପ ଅର୍ଜନ କଲି ମୁହିଁ ଅଜ୍ଞାନରେ ଆଉ ଅନେକ ପାପକୁ ଅର୍ଜନ କଲି ଜାଣିକି ଛନ୍ଦା ପାଦକୁ ହୃଦୟ ପଦ୍ମରେ ସଦା ସ୍ମରେ ରଜ ତମ ବୁଦ୍ଧି ଭେଟିବିକି ବେଣୁ ପାଣିକି

No comments:

Post a Comment