Sunday, 12 July 2026

ସକଳ ତଟିନୀ ନିମ୍ନକୁ ପ୍ରବାହିତ ଆତୁରେ

ସକଳ ତଟିନୀ ନିମ୍ନକୁ ପ୍ରବାହିତ ଆତୁରେ ଭେଟିବାକୁ କ୍ଷୀରସାଗର ନାଗପୃଷ୍ଠ ଶାୟୀ ସକଳ ଜଳ ବିନ୍ଦୁ ଉର୍ଦ୍ଧ୍ୱଗାମୀ ଅତି ଆକୁଳ ଭେଟିବାକୁ ମେଘଶ୍ୟାମ ସଦା ପ୍ରାଣ ବାହୀ

No comments:

Post a Comment