Sunday, 12 July 2026

ଚକାଡୋଳା ଦାସଙ୍କର ଦାସ କର ହେ ବ୍ରହ୍ମଦାରୁ

ଚକାଡୋଳା ଦାସଙ୍କର ଦାସ କର ହେ ବ୍ରହ୍ମଦାରୁ ଆଜ୍ଞାକାରୀ ହୋଇ ପତିତ ଭୁଜ ତଳେ ବସିଥିବି ଚକାଆଖିଙ୍କ ସଂକଳ୍ପ କଳସ କର ନୀଳାଦ୍ରୀନାଥ ସୁଧାନିଧି ଲୀଳାନିଧି କରୁଣାନିଧିରେ ଭାସୁଥିବି

No comments:

Post a Comment