Sunday, 12 July 2026

ସତ୍ୟ ଧର୍ମ ଦୟା କ୍ଷମା ପ୍ରେମ ଅହିଂସା ସହିଷ୍ଣୁତା

ସତ୍ୟ ଧର୍ମ ଦୟା କ୍ଷମା ପ୍ରେମ ଅହିଂସା ସହିଷ୍ଣୁତା ଶ୍ରୀପତି ଜଗନ୍ନାଥ ଗଳାରେ ଆଜାନୁ ପୁଷ୍ପ ମାଳା ବ୍ରହ୍ମ ଜ୍ଞାନ ବ୍ରାହ୍ମଣ ବୈଷ୍ଣବ ଯୋଗ ନବଧା ଭକ୍ତି ଶ୍ରୀଧର ଜଗନ୍ନାଥଙ୍କୁ ଦେଖିବକି ପାପୀ ଡୋଳା

No comments:

Post a Comment