Saturday, 11 July 2026

ହୃଦୟ ସଦ୍ୟ ପ୍ରସ୍ପୁଟିତ କମଳ କେଶରରେ

ହୃଦୟ ସଦ୍ୟ ପ୍ରସ୍ପୁଟିତ କମଳ କେଶରରେ ଅତି ତୃଷାର୍ତ୍ତ ଭ୍ରମରଟିଏ ଉଡି ଆସି ବସିଲା ଘନ କଳା ଶରୀର ମୋହନ ମୁରଲୀ ଅଧର ତା ପାଦ ସ୍ପର୍ଶ ପାଇ କୃଷ୍ଣରେ ଆତ୍ମା ରସିଲା

No comments:

Post a Comment