Friday, 10 July 2026

ଦେହ ସବାରୀରେ ଚମ୍ପା ଗୋରୀ କନିଆଁ

ଦେହ ସବାରୀରେ ଚମ୍ପା ଗୋରୀ କନିଆଁ ଆତ୍ମା ସବାରୀରେ ବାଦଲ କାଳିଆ ବର ନୀଳକନ୍ଦରରେ ବିବାହ ହେଲେ ସମ୍ପୂର୍ଣ୍ଣ ଜନ୍ମ ଜନ୍ମର ଆଶା ପୁର୍ଣ୍ଣ ହୋଇବ ମୋର

No comments:

Post a Comment