Friday, 10 July 2026

ଏହି ସଂସାର ଗୋଟେ ଜଞ୍ଜାଳର ମୁଣି

ଏହି ସଂସାର ଗୋଟେ ଜଞ୍ଜାଳର ମୁଣି କାହା ଜିମା ଦେଇ ହରି ନାମ ଗାଇବି ଯାହାକୁ ଦେଇଥାନ୍ତି ସିଏତ ଅଧାଗଢା ମୁଣ୍ଡରେ ମୁଣ୍ଡେଇ ହୃଦୟରେ ଧ୍ୟାୟିବି

No comments:

Post a Comment