A flower with 4 petals
Saturday, 25 July 2026
ଏକାଠି କରି ଏଗାର ଇନ୍ଦ୍ରିୟ ସଦା ଖୋଜୁଛି
ଏକାଠି କରି ଏଗାର ଇନ୍ଦ୍ରିୟ ସଦା ଖୋଜୁଛି ଅଧାଗଢାଙ୍କୁ କିଏ ଲୁଚାଇଲା ହୃଦ ପଦ୍ମରେ ଷଡ ବିକାର ସଙ୍ଗ ବର୍ଜିତ ହୋଇ ଖୋଜୁଛି ବ୍ରହ୍ମଦାରୁ ଚକାଡୋଳା ରଖ ଛନ୍ଦା ପାଦରେ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment