Saturday, 25 July 2026

ଯେମିତି ପବନ ନନ୍ଦନ ସୀତାପତିଙ୍କୁ

ଯେମିତି ପବନ ନନ୍ଦନ ସୀତାପତିଙ୍କୁ ସଦା ଜୋଡ ହସ୍ତ ଯେମିତି କଶପ୍ୟ ତନୟ ନାରାୟଣଙ୍କୁ କରିଛି ଅପେକ୍ଷା ସେମିତି ହେ ଗୋବିନ୍ଦ ତୁମ୍ଭ ଛନ୍ଦା ଚରଣ ଅପେକ୍ଷାରେ ହେ କମଳା ହୃଦୟ କରନାହିଁ ନିଜର ଆତ୍ମାକୁ ଉପେକ୍ଷା

No comments:

Post a Comment