A flower with 4 petals
Wednesday 10 April 2024
ଯେଉଁଠି ନୀଳ ନିର୍ମଳ ଆକାଶ ଛୁଏଁ ପୃଥିବୀ
ଯେଉଁଠି ନୀଳ ନିର୍ମଳ ଆକାଶ ଛୁଏଁ ପୃଥିବୀ ସେଇଠି ରବି ବିସ୍ତରେ ପ୍ରଚୁର ସୁଧା କିରଣ ଯେଉଁଠି ପ୍ରସ୍ଫୁଟିତ ଉଲ୍ଲାସିତ ହୁଏ ପଙ୍କଜ ସେଇଠି ପଙ୍କଜ କରେ ଗୋବିନ୍ଦରେ ବରଣ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment