Saturday 6 April 2024

ଶ୍ରୀଗୋବିନ୍ଦ ମୁଖରେ ଅନେକ ସନ୍ତୋଷ

ଅନେକ ସନ୍ତୋଷ ଶ୍ରୀଗୋବିନ୍ଦ ମୁଖରେ ଥରୁଟିଏ ଚାହିଁଦେଲେ ସରିଯାଏ ଦୁଃଖ ଅନେକ ଆଶ୍ରୟ ଶ୍ରୀଗୋବିନ୍ଦ ପାଦରେ ଥରୁଟେ ଠାରିଲେ ସଦା ରହନ୍ତି ପାଖ

No comments:

Post a Comment