Tuesday 2 April 2024

ଅତି ଆପଣାର ହୋଇ ମୋତେ ନ ଚିହ୍ନିଲୁ

ଅତି ଆପଣାର ହୋଇ ମୋତେ ନ ଚିହ୍ନିଲୁ ଗୋବିନ୍ଦ ହେ ଅପରିଚିତ୍ତ ଭଳି ବ୍ୟବହାର ଅତି ଆପଣର ଚିନ୍ତି ତୋତେ ମୁଁ ଖୋଜେ ଗୋବିନ୍ଦ ହେ ମନକୁ ଦେବାକୁ ଉପହାର

No comments:

Post a Comment