Wednesday 10 April 2024

ଭବିଷ୍ୟତଟି ତୋହର ନିର୍ମଳ ଆକାଶ

ଭବିଷ୍ୟତଟି ତୋହର ନିର୍ମଳ ଆକାଶ ତେଣୁ ମନ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ ଭଜ ଜୀବନ କୁମ୍ଭ ତୋର ରସରେ ପୂରିବ ଜାଣୁ ମନ କୃଷ୍ଣ କେବଳ ରସ ରାଜ

No comments:

Post a Comment