Friday 5 April 2024

ସଞ୍ଚିତ ପୂଣ୍ୟ ଫଳକୁ କଲି ଚନ୍ଦନ ଠୋପା

ସଞ୍ଚିତ ପୂଣ୍ୟ ଫଳକୁ କଲି ଚନ୍ଦନ ଠୋପା ସକଳ ପୂଣ୍ୟ ଚିନ୍ତାକୁ କଲି ମଲ୍ଲିର ମାଳା ଆସ ଆସ ହେ ରାଧା ଚିତ୍ତ ଚୋର କୃଷ୍ଣ ନିକମା ହେଲି ନ କର ଆଉ ଅଣହେଳା

No comments:

Post a Comment