Saturday 13 April 2024

ଆପଣ ପୂଣ୍ୟ ଗୋଦାବରୀ ଆପଣ ଶ୍ରୀରାମ ସୀତା

ଆପଣ ପୂଣ୍ୟ ଗୋଦାବରୀ ଆପଣ ଶ୍ରୀରାମ ସୀତା ଆପଣ ପୂଣ୍ୟ ବୈତରଣୀ ଆପଣ ମା ଗୋ ବିରଜା ଆପଣ ଅଚିନ୍ତ୍ୟ ଅଛିଦ୍ର ରସ ବୈ ହେ ଶ୍ରୀଗୋବିନ୍ଦ ଆପଣ ହେ ଶ୍ରୀଗୋବିନ୍ଦ ମୋ ହୃଦୟ ପଦ୍ମ ରାଜା

No comments:

Post a Comment