Monday 1 April 2024

ତୋ ଲୀଳାରେ ଉଛୁଳେ ଉଲ୍ଲସିତ ଏହି ଜଗତ

ତୋ ଲୀଳାରେ ଉଛୁଳେ ଉଲ୍ଲସିତ ଏହି ଜଗତ କୋଇଲି କଣ୍ଠି ମାଆ ଗୋ ମୋର ହୃଦୟ ଗ୍ରନ୍ଥି ତୋ କଟାକ୍ଷରେ ଉଛୁଳେ ଉଲ୍ଲସିତ ଏହି ପ୍ରାଣ କରୁଣା ମୁହିଁ ମା ତୋ ଦର୍ଶନ ମୋ ପୂଣ୍ୟ ତିଥି

No comments:

Post a Comment