Sunday 7 April 2024

ତୁମ୍ଭେ ସପନରେ କିଆଁ ଆସୁଛ ହେ ଗୋବିନ୍ଦ

ତୁମ୍ଭେ ସପନରେ କିଆଁ ଆସୁଛ ହେ ଗୋବିନ୍ଦ ସପନତ ବୋହୁ ବୋହୁକା ଖେଳ ଭଳି ମିଛ ତୁମ୍ଭେ ସତେ ଯଦି ଭଲ ପାଅ ହେ ଗୋବିନ୍ଦ କେବଳ ଥରୁଟେ ଆସି ଭକତି ଲୁହ ପୋଛ

No comments:

Post a Comment