Friday 5 April 2024

ସାନ ଝିଅ ଭାବି କପାଳେ ଦେଲି ଚନ୍ଦନ ଠୋପା

ସାନ ଝିଅ ଭାବି କପାଳେ ଦେଲି ଚନ୍ଦନ ଠୋପା ସ୍ନାନ କରାଇ ମହାଲକ୍ଷ୍ମୀ ଶିରରେ ଦେଲି ଓଢଣୀ ସାନ ଝିଅ ଭାବି ମା ବେଣୀରେ ଖୋସିଲି ଚମ୍ପା ମୋ ଅପରାଧକୁ ଢାଙ୍କିବୁ ପଣତ କରି ଢାଙ୍କୁଣୀ

No comments:

Post a Comment